Hi, I’m Alex 👋

I’m a web creator based in Austin. I enjoy building interfaces that feel smooth, fast, and human. This little corner of the internet is where I write, share ideas, and experiment with code.

HTML 5

CSS3

JavaScript

ReacJS

WordPress

Gutenberg

Or…

Ready to Start Your Journey with Us?

Advertisement

  • ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ‘ଓଡ଼ିଶାର ଇତିହାସ’ ଉନ୍ମୋଚିତ

    ଭୁବନେଶ୍ୱର, ୧୦/୧୨-ସପ୍ତମ ରାଜ୍ୟ ପୁସ୍ତକମେଳାରେ ସ୍ଵର୍ଗତଃ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ଓଡ଼ିଶାର ଇତିହାସ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ତଥା ସମୀକ୍ଷକ ଭାସ୍କର ପରିଚ୍ଛାଙ୍କ ସମ୍ପାଦନାରେ ପ୍ରସ୍ତୁତ ଏହି ପୁସ୍ତକଟି ଓଡ଼ିଶାର ଅଗଣିତ ଇତିହାସପ୍ରେମୀଙ୍କ ପାଇଁ ଏକ ମୂଲ୍ୟବାନ ଗ୍ରନ୍ଥ ଭାବରେ ଆଗାମୀ ଦିନରେ ବେଶ୍ ପରିଗଣିତ ହେବ ବୋଲି ଉପସ୍ଥିତ ବକ୍ତାମାନେ କହିଥିଲେ। ଏହି ଅବସରରେ ବୈଜ୍ଞାନିକ ଡକ୍ଟର ଚିତ୍ତରଂଜନ ମିଶ୍ରଙ୍କ ଜ୍ଞାନବିଜ୍ଞାନର ନଵଦିଗନ୍ତ, ଡକ୍ଟର ଶକୁନ୍ତଳା ବଳିଆରସିଂହଙ୍କ…

    , ,

    📆

  • ପ୍ରଦର୍ଶନୀ ପଡିଆରେ ୭ ଦିନିଆ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ଆରମ୍ଭ

    ଭୁବନେଶ୍ୱର:୧୦/୧୨-ଇଡକୋ ପ୍ରଦର୍ଶନୀ ପଡିଆରେ ୧୮ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ୨୦୨୫ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ସମାରୋହରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଏହି କଳିଙ୍ଗ ହର୍ବାଲ ମେଳା କେବଳ ଏକ ମେଳା ନୁହେଁ ଏହା ଆମର ପରମ୍ପରା, ଆୟୁର୍ବେଦ ଐତିହ୍ୟ, ଜଙ୍ଗଲ ଓ ପ୍ରକୃତିର ଦାନକୁ ସମ୍ମାନ କରିବାର ଏକ ଅତ୍ୟନ୍ତ ଗର୍ବର ମଞ୍ଚ। ଏହା ଆମ…

    , ,

    📆

  • ୧୮ଟି କାର୍ଯ୍ୟଦିବସ ପୂର୍ବରୁ ସରିଲା ଶୀତ ଅଧିବେଶନ

    ଭୁବନେଶ୍ୱର:୯/୧୨- ବିଧାନସଭାର ଶୀତ ଅଧିବେଶନ ଶେଷ ହୋଇଛି । ୧୮ ଟି କାର୍ଯ୍ୟ ଦିବସ ପୂର୍ବରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବିଧାନସଭାକୁ ମୁଲତବୀ ରଖାଯାଇଛି । ଶୀତ ଅଧିବେଶନର ୧୧ ଦିନ ଚାଲିଥିଲା । ଏଥର ବିଧାନସଭାର ଶୀତ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାକୁ ସମ୍ବୋଧିତ କରିଥିଲେ । ଅତିରିକ୍ତ ବଜେଟ ମଧ୍ୟ ଏହି ଅଧିବେଶନରେ ଉପସ୍ଥାପନ କରାଯାଇଥିଲା । ଅଧିବେଶନ ମୁଲତବୀ ଘୋଷଣା ପୂର୍ବରୁ…

    , ,

    📆

  • ବଢ଼ିଲା ଜନସେବକଙ୍କ ଦରମା, ଭତ୍ତା

    -ତିନିଗୁଣ ହେଲା -ଜାଣନ୍ତୁ କାହାର କେତେ ଭୁବନେଶ୍ୱର:୫/୧୨-ରାଜ୍ୟ ବିଧାନସଭାକୁ ନିର୍ବାଚିତ ଲୋକପ୍ରତିନିଧି (ଜନସେବକ)ଙ୍କ ଦରମା ଓ ଭତ୍ତା ବୃଦ୍ଧି ପାଇଛି । ଏନେଇ ବିଧାନସଭାରେ ଉପସ୍ଥାପିତ ଚାରିଟି ବିଧେୟକ ଗୃହର ଅନୁମୋଦନ ଲାଭ କରିଛି । ବୃଦ୍ଧି ପାଇଥିବା ଦରମା ଓ ଭତ୍ତା ପିଛିଲା ଭାବେ ଜୁନ ୨୦୨୪ରୁ ଲାଗୁ ହେବ। ସୂଚନାଯୋଗ୍ୟ ଯେ ବିଧାୟକମାନେ ପୂର୍ବରୁ ମୂଳ ଦରମା ବାବଦରେ ୩୫ ହଜାର ଟଙ୍କା ପାଉଥିବା ବେଳେ ଏହା…

    , ,

    📆

  • ନୋଟାରୀ ଅଟୋମେସନ ପୋର୍ଟାଲ ଉଦ୍‌ଘାଟିତ

    ଭୁବନେଶ୍ୱର:୮/୧୨-ବିଭିନ୍ନ ନ୍ୟାୟିକ ଦସ୍ତାବିଜକୁ ପ୍ରମାଣିକୃତ ଓ ବୈଧ କରିବା କ୍ଷେତ୍ରରେ ନୋଟାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି। ତେଣୁ ନୋଟାରୀ ମ୍ୟାନେଜମେଣ୍ଟ ସିଷ୍ଟମକୁ ସହଜ ଓ ସରଳ କରିବା କ୍ଷେତ୍ରରେ ନୋଟାରୀ ଅଟୋମେସନ ପୋର୍ଟାଲ ବେଶ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି। ଆଇନ ବିଭାଗ ପକ୍ଷରୁ ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍ ହଲ ପରିସରରେ ନୋଟାରୀ ଅଟୋମେସନ୍ ପୋର୍ଟାଲକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ…

    , ,

    📆

  • ଘଟଗାଁରେ ମା’ ତାରିଣୀଙ୍କ ପୀଠର ସମନ୍ୱିତ ଉନ୍ନତିକରଣ ନିମନ୍ତେ ୩୧୨ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ

    ଭୁବନେଶ୍ୱର:୭/୧୨- ମା’ ଙ୍କ ଡୋରି ଲାଗିଲା, ମା’ ଙ୍କ ସେବା ପାଇଁ ସୁଯୋଗ ମିଳିଲା। ଆଜି କେନ୍ଦୁଝର ଘଟଗାଁ ମା’ ତାରିଣୀଙ୍କ ପୀଠର ସମନ୍ୱିତ ବିକାଶ ପାଇଁ ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। କେନ୍ଦୁଝର ଜିଲ୍ଲା ତଥା ଓଡ଼ିଶା ପାଇଁ ଅନେକ ବର୍ଷର ବହୁ ଆକାଂକ୍ଷିତ ପ୍ରକଳ୍ପ ଆଜି ସଫଳତାର ସହ ଆରମ୍ଭ ହୋଇଛି। ଘଟଗାଁ ଠାରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ମା’ ତାରିଣୀଙ୍କ ପୀଠର…

    , ,

    📆

  • ବିଶ୍ୱ ଶକ୍ତି ସମ୍ମିଳନୀରେ ପୁରୀ ଘୋଷଣାନାମାର ଡ୍ରାଫ୍ଟ ପ୍ରସ୍ତୁତ

    ଭୁବନେଶ୍ୱର:୭/୧୨- ଆନ୍ତଃରାଜ୍ୟ ସମନ୍ୱୟ ପାଇଁ ଭାରତର ପ୍ରଥମ କୋଅପରେସନ ଅଫ ପାର୍ଟିସ ଶୈଳୀ ପ୍ଲାଟଫର୍ମ ଭାବରେ ଡିଜାଇନ୍ ହୋଇଥିବା ପୁରୀ ଠାରେ ଆୟୋଜିତ ବିଶ୍ୱ ଶକ୍ତି ନେତାଙ୍କ ସମ୍ମିଳନୀ ୨୦୨୫ ଶେଷ ହୋଇଛି। ଓଡ଼ିଶା ସରକାରଙ୍କ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ; ପ୍ରମୁଖ ସଚିବ ବିଶାଳ ଦେବ ଏବଂ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଫର୍ ଗ୍ଲୋବାଲ ଚେଞ୍ଜର ଭାରତ ମୁଖ୍ୟ ବିବେକ ଅଗ୍ରୱାଲଙ୍କ ସମେତ ପ୍ରମୁଖ ପ୍ରତିନିଧିମାନେ ଉପସ୍ଥିତ ଥିଲେ।…

    , ,

    📆

  • ଦେବଦାସ ଛୋଟରାୟଙ୍କ ‘ଆମ ସମୟର ମଣିଷ’ ଉନ୍ମୋଚିତ

    ଭୁବନେଶ୍ୱର: ୭/୧୨- ସପ୍ତମ ରାଜ୍ୟ ପୁସ୍ତକ ମେଳା ୨୦୨୫ର ଦ୍ୱିତୀୟ ଦିବସରେ କେତକୀ ଫାଉଣ୍ଡେସନ ଟ୍ରଷ୍ଟ ଷ୍ଟଲରେ ଥିବା ପୁସ୍ତକକୁ ସାହିତ୍ୟିକ, ଛାତ୍ର ଓ ପୁସ୍ତକପ୍ରେମୀ ଉପଭୋଗ କରିଥିଲେ। ସଂଧ୍ୟାରେ ଖ୍ୟାତନାମା ଲେଖକ ଦେବଦାସ ଛୋଟରାୟଙ୍କ ପୁସ୍ତକ ‘ଆମ ସମୟର ମଣିଷ’ ଉନ୍ମୋଚିତ ହୋଇଥିଲା। ଅନେକ ପାଠକ ତାଙ୍କ ଦସ୍ତଖତ ସହିତ ପୁସ୍ତକକୁ ନେଇ ଆନନ୍ଦିତ ହୋଇଥିଲେ। ଏହି ଅବସରରେ କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ କବିତା, ଉପନ୍ୟାସ, ଇତିହାସ, କଫି…

    , ,

    📆

  • ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ମିଳିବ ୫୧ ହଜାର ଟଙ୍କା

    ଭୁବନେଶ୍ୱର:୬/୧୨- କନ୍ୟା ବିବାହ ପାଇଁ ରାଜ୍ୟ ସରକାର ୫୧ ହଜାର ଟଙ୍କାର ସହାୟତା ପ୍ରଦାନ କରିବେ। ଏ ନେଇ ମହିଳା ଓ ଶିଶୁ ବିକାଶ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ସମସ୍ତ ଜିଲାପାଳଙ୍କୁ ଚିଠି ପଠାଯାଇଛି। ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ଏହି ଯୋଜନା ବଳବତ୍ତର ରହିବ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ କନ୍ୟାଙ୍କ ବୟସ ୧୮-୩୫ ଏବଂ ବରର ବୟସ ୨୧-୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସେମାନେ ପ୍ରଥମ…

    , ,

    📆

  • ୧୭ଟି ନୂଆ ପାଠ୍ୟ ପୁସ୍ତକକୁ ଅନୁମୋଦନ

    ୨୦୨୬-୨୭ ଶିକ୍ଷାବର୍ଷରୁ ସମସ୍ତ ବିଦ୍ୟାଳୟରେ ଲାଗୁ ହେବ ଭୁବନେଶ୍ୱର:୬/୧୨- ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ନୂତନ ଭାବରେ ବିକଶିତ ୧୭ ଟି ପାଠ୍ୟପୁସ୍ତକକୁ ଅନୁମୋଦନ କରାଯାଇଛି। ବିଭାଗର ସଚିବ ଏନ. ତିରୁମାଲା ନାଏକଙ୍କ ଅଧ୍ୟକ୍ଷତାରେ ପାଠ୍ୟକ୍ରମ ଏବଂ ପାଠ୍ୟପୁସ୍ତକ ବିକାଶ ସମ୍ପର୍କିତ ଚତୁର୍ଥ କୋର କମିଟି ବୈଠକରେ ଏହି ଅନୁମୋଦନ ହୋଇଛି। ଏହି ବୈଠକରେ ବିଭାଗ ଅଧିନରେ ଥିବା…

    , ,

    📆

About

Alex Peregrine

Reflective Blogger

I build frontend experiences while exploring technology, business, and wellness, sharing insights that inspire innovation, growth, and balance.

📍New York, USA

Work Experience

Technologies

Figma

Collaborate and design interfaces in real-time.

Notion

Organize, track, and collaborate on projects easily.

DaVinci Resolve 20

Professional video and graphic editing tool.

Illustrator

Create precise vector graphics and illustrations.

Photoshop

Professional image and graphic editing tool.