Hi, I’m Alex 👋

I’m a web creator based in Austin. I enjoy building interfaces that feel smooth, fast, and human. This little corner of the internet is where I write, share ideas, and experiment with code.

HTML 5

CSS3

JavaScript

ReacJS

WordPress

Gutenberg

Or…

Ready to Start Your Journey with Us?

Advertisement

  • ଆରଟିଆଇ ଆବେଦନକାରୀଙ୍କ ଦ୍ୱାରା ଲାଞ୍ଚ ଦାବି ଅଭିଯୋଗ

    ପୋଲିସ ତଦନ୍ତ ପାଇଁ ଓଡିଶା ସୂଚନା କମିଶନଙ୍କ ନିର୍ଦ୍ଦେଶ ଭୁବନେଶ୍ୱର:୬/୧-ଓଡିଶା ସୂଚନା କମିଶନ ଲାଞ୍ଚ ଅଭିଯୋଗରେ ଜଡିତ ଜଣେ ଅଭ୍ୟାସଗତ ଆରଟିଆଇ ଆବେଦନକାରୀଙ୍କ ବିଷୟରେ ତଦନ୍ତ କରିବାକୁ ପୋଲିସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ କମିଶନ ପକ୍ଷରୁ ରେଜିଷ୍ଟ୍ରାର ଉପଯୁକ୍ତ ତଦନ୍ତ ପାଇଁ ଓଡିଶା ପୋଲିସ ମହା ନିର୍ଦ୍ଦେଶକଙ୍କୁ ଏକ ପତ୍ର ଲେଖିଛନ୍ତି। ସୂଚନାଯୋଗ୍ୟ ଯେ କମିଶନ ସମ୍ପ୍ରତି ଏକ ଭିଡିଓ କ୍ଲିପ୍ ସହିତ ଏକ ଅଭିଯୋଗ ପାଇଛନ୍ତି।…

    , ,

    📆

  • ନିର୍ମାଲ୍ୟ ପରିବାରର ବନ୍ଧୁମିଳନ

    ଭୁବନେଶ୍ୱର: ୪/୧- ଗୋଦାବରୀଶ ମହାବିଦ୍ୟାଳୟ ବାଣପୁରର ୧୯୭୭-୮୧ ବ୍ୟାଚ ସହପାଠୀଙ୍କୁ ନେଇ ଗଠିତ ନିର୍ମାଲ୍ୟ ପରିବାରଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଖଣ୍ଡଗିରି ତପୋବନରେ ଥିବା ଶ୍ରୀ ଶ୍ରୀ ଅଭିରାମ ପରମହଂସ ଶାନ୍ତି ଆଶ୍ରମରେ ଆୟୋଜିତ ଏହି ବନ୍ଧୁମିଳନ ପର୍ବରେ ୫୪ ଜଣ ବନ୍ଧୁ ଓ ବାନ୍ଧବୀ ଭାଗ ନେଇ ସେମାନଙ୍କ ସୁଖ ଦୁଃଖ ବାଣ୍ଟିଥିଲେ। ଏହା ଥିଲା ବାସ୍ତବିକ ହୃଦୟସ୍ପର୍ଶୀ ଓ ମନୋମୁଗ୍ଧକର। ଏହି ଉପଲକ୍ଷେ ଆୟୋଜିତ…

    , ,

    📆

  • ରାଜକିଶୋର ନାୟକ ସ୍ମାରକୀ ଗାନ୍ଧୀ ବକୃତାମାଳା

    ଭୁବନେଶ୍ୱର: ୪/୧-ରବିବାର ଭୁବନେଶ୍ୱର ଜୟଦେବ ଭବନ ଠାରେ ରାଜକିଶୋର ନାୟକ ସ୍ମାରକୀ ଗାନ୍ଧୀ ବକୃତାମାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଵିଶିଷ୍ଟ ପରିବେଶବିତ ଶ୍ରୀମତୀ ମାନେକା ଗାନ୍ଧୀ ସ୍ମାରକୀ ବକୃତା ଓ ପ୍ରଫେସର ନିବେଦିତା ମହାନ୍ତି ଭିତ୍ତି ଭାଷଣ ପ୍ରଦାନ କରିଥିଲେ।

    , ,

    📆

  • ସଡ଼କ ସୁରକ୍ଷାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ

    ଭୁବନେଶ୍ୱର:୪/୧-ଜାତୀୟ ସଡ଼କ ସୁରକ୍ଷା ମାସ–୨୦୨୬ର ରାଜ୍ୟସ୍ତରୀୟ ଉତ୍ସବ ଉଦଘାଟିତ ହୋଇଛି। ମହାତ୍ମା ଗାନ୍ଧୀ ମାର୍ଗ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସଡ଼କ ସୁରକ୍ଷା ଅଭିଯାନକୁ ବ୍ୟାପକ କରିବା ପାଇଁ ଶ୍ରୀମତୀ ପାଢ଼ୀ ଆହ୍ୱାନ ଦେଇଥିଲେ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ତାଙ୍କ ଉଦବୋଧନରେ କହିଥିଲେ ଯେ, ସଡ଼କ ସୁରକ୍ଷାକୁ ରାଜ୍ୟ ସରକାର ସର୍ବୋଚ୍ଚ…

    , ,

    📆

  • ଜାନକୀବଲ୍ଲଭ ଥିଲେ ଦୁଇଟି ଦିଗରୁ ପ୍ରଣମ୍ୟ-ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର:୪/୧- ରାଜ୍ୟ ରାଜନୀତିରେ ଅନେକଙ୍କ ପାଇଁ ଜାନକୀବଲ୍ଲଭ ହେଉଛନ୍ତି ଜଣେ ପ୍ରେରଣାଦାୟୀ ଗୁରୁ। ତାଙ୍କ ଜୀବନୀରୁ ସମସ୍ତଙ୍କ ପାଇଁ ସର୍ବଶ୍ରେଷ୍ଠ ଶିକ୍ଷା ହେଉଛି, କୌଣସି ସମସ୍ୟାରେ ବିଚଳିତ ନହୋଇ ନିଜ କର୍ମମୟ ଜୀବନରେ ଆଗକୁ ବଢି ଚାଲିବା। ନିରନ୍ତର କର୍ମ ଓ ଧୈର୍ଯ୍ୟ ହେଉଛି ସଫଳତାର ଅନ୍ୟନାମ। ଆଜି ଭୁବନେଶ୍ୱରର କ୍ୟାପିଟାଲ ହାଇସ୍କୁଲ ପଡିଆରେ ଆୟୋଜିତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ ମୋହନ…

    , ,

    📆

  • ଆମ ବସ ଦୁର୍ଘଟଣାରେ ଅଟୋ ଚାଳକଙ୍କ ମୃତ୍ୟୁ

    ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଭୁବନେଶ୍ୱର:୪/୧- ରୂପାଲି ଛକ ନିକଟରେ ଆମ ବସ ଓ ଅଟୋ ମଧ୍ୟରେ ଧକା ହେବ ଫଳରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ଏହି ଘଟଣାରେ…

    , ,

    📆

  • ଚିଲିକା ହ୍ରଦର ସାମଗ୍ରିକ ବିକାଶ ଉପରେ ନିଆଯିବ ପଦକ୍ଷେପ

    ଭୁବନେଶ୍ୱର:୪/୧- ଏସିଆ ମହାଦେଶର ସର୍ବବୃହତ୍ କ୍ଷାରୀୟ ହ୍ରଦ ତଥା ରାମସାର ସାଇଟ ଭାବେ ସାରା ବିଶ୍ୱରେ ପରିଚିତ ଚିଲିକା ହ୍ରଦର ଜୈବ ବିବିଧତାର ସୁରକ୍ଷା ଏବଂ ପାରିପାଶ୍ୱର୍କ ଅଞ୍ଚଳର ବିକାଶ କରାଯିବ । ଚିଲିକାର ବିକାଶ ନେଇ ଅନୁଷ୍ଠିତ ବୈଠକରେ ପୂର୍ତ୍ତ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଚିଲିକାର ମୁହାଣ ପୋତି ହେବା କାରଣରୁ ଚିଲିକାର ପାଣି ସମୁଦ୍ରକୁ ଠିକ୍ ଭାବେ ଯାଇପାରୁ ନଥିବା ବେଳେ…

    , ,

    📆

  • ବୁଲା କୁକୁର ଓ ପ୍ରାଣୀଙ୍କ ଯୋଗୁଁ ସମସ୍ୟା

    ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁପାଳନ କରିବେ ସରକାର ଭୁବନେଶ୍ୱର: ୪/୧- ରାଜ୍ୟରେ ବୁଲା କୁକୁର, ଗାଈ ଗୋରୁ ଆଦି ପ୍ରାଣୀଙ୍କ ଯୋଗୁଁ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନପାଇଁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶକୁ ଅନୁପାଳନ କରିବା ସଂପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଚେତନତା ମୂଳକ କାର୍ଯ୍ୟକ୍ରମ ସହ ପ୍ରାଥମିକ ଚିକିତ୍ସା ତୁରନ୍ତ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ…

    , ,

    📆

  • ସମସ୍ତ ଶିକ୍ଷାନୁଷ୍ଠାନରେ ହେବ “ବନ୍ଦେ ମାତରମ୍‌’ ସାମୂହିକ ଗାନ

    ଭୁବନେଶ୍ୱର: ୪/୧- “ବନ୍ଦେ ମାତରମ୍‌ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଜାନୁଆରୀ ୧୨ ତାରିଖ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀମାନେ ସାମୂହିକ ଭାବେ “ବନ୍ଦେ ମାତରମ୍‌” ଗାନ କରିବେ । ଏଥିସହ ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କରେ “ଆତ୍ମ ନିର୍ଭର ଭାରତ ସ୍ୱଦେଶୀ ସଂକଳ୍ପ’ ପାଠ କରାଯିବ। ଏଥିନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ…

    , ,

    📆

  • ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବଦଳିଲା ସିଭିଲ ସର୍ଭିସ ବିଜ୍ଞପ୍ତି

    ଭୁବନେଶ୍ୱର:୪/୧- ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଓଡ଼ିଶା ଲୋକସେବା ଆୟୋଗ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ନୂତନ ବିଜ୍ଞପ୍ତି ପ୍ରକାଶ କରିଛି । ଏଥିରେ ଓଡ଼ିଶା ପ୍ରଶାସନିକ ସେବା ସମେତ ବିଭିନ୍ନ ପଦକୁ ମିଶାଇ ୧୫୧ଟି ନୂତନ ପଦକୁ ସାମିଲ କରାଯାଇଛି । ମୋଟ ୪୬୫ ପଦ ପାଇଁ ପରୀକ୍ଷା କରାଯିବ । ଏଥିରୁ ୧୫୪ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ନିକଟରେ ଓଡିଶା ଲୋକସେବା ଆୟୋଗ ପକ୍ଷରୁ…

    , ,

    📆

About

Alex Peregrine

Reflective Blogger

I build frontend experiences while exploring technology, business, and wellness, sharing insights that inspire innovation, growth, and balance.

📍New York, USA

Work Experience

Technologies

Figma

Collaborate and design interfaces in real-time.

Notion

Organize, track, and collaborate on projects easily.

DaVinci Resolve 20

Professional video and graphic editing tool.

Illustrator

Create precise vector graphics and illustrations.

Photoshop

Professional image and graphic editing tool.