Hi, I’m Alex 👋

I’m a web creator based in Austin. I enjoy building interfaces that feel smooth, fast, and human. This little corner of the internet is where I write, share ideas, and experiment with code.

HTML 5

CSS3

JavaScript

ReacJS

WordPress

Gutenberg

Or…

Ready to Start Your Journey with Us?

Advertisement

  • ଏଲପିଜି ଦରବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ

    ଭୁବନେଶ୍ୱର:୧୧/୩-ଏଲପିଜି ସିଲିଣ୍ଡର, ଖାଇବା ତେଲ ଓ ଅନ୍ୟାନ୍ୟ ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବୁଧବାର ମାଷ୍ଟରକ୍ୟାଣ୍ଟିନ ଛକରେ ବିଜୁ ଜନତା ଦଳ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ବିଜୁ ମହିଳା, ଯୁବ ଓ ଛାତ୍ର ଜନତା ଦଳର ହଜାର ହଜାର କର୍ମୀ, ମହିଳା, ଯୁବ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗଦେଇ ଲଗାତାର ଦରବୃଦ୍ଧି ଦ୍ୱାରା ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ ହେଉଥିବାରୁ ତୀବ୍ର ଅସନ୍ତୋଷ…

    , ,

    📆

  • ମୁଖ୍ୟମନ୍ତ୍ରୀ ବୁଲି ଦେଖିଲେ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ

    ଭୁବନେଶ୍ୱର:୧୦/୩-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗବାର ଭୁବନେଶ୍ୱରର ୟୁନିଟ୍‌-୩ ସ୍ଥିତ ଇଡକୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ବୁଲି ଦେଖିବା ସହିତ ଏହି ପ୍ରଦର୍ଶନୀକୁ ଆଉ ଦୁଇ ଦିନ ବଢାଇବା ପାଇଁ ଘୋଷଣା କରିଛନ୍ତି। ସେ କହିଛନ୍ତି ଏହି ସଂହିତାରେ ବିଶେଷ କରି ତ୍ୱରିତ ନ୍ୟାୟ ପ୍ରଦାନ, ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଏବଂ ସାଧାରଣ ଜନତାଙ୍କ ଅଧିକାରକୁ ସୁଦୃଢ଼ କରିବା ପାଇଁ ଥିବା ସଂସ୍କାରମୂଳକ ବ୍ୟବସ୍ଥାଗୁଡ଼ିକ…

    , ,

    📆

  • ଜାତୀୟ ୱେବିନାରରେ ‘ବିଶ୍ୱବିଦ୍ୟାଳୟ ଟାଉନସିପ୍‌’ ପ୍ରତିଷ୍ଠା ପାଇଁ ଓଡ଼ିଶାର ପ୍ରସ୍ତାବ

    ଭୁବନେଶ୍ୱର:୧୦/୩- କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ବଜେଟ ପରବର୍ତ୍ତୀ ଜାତୀୟସ୍ତରୀୟ ୱେବିନାରରେ ଓଡ଼ିଶା ଅଂଶଗ୍ରହଣ କରି ପ୍ରମୁଖ ଶିଳ୍ପ ତଥା ଅର୍ଥନୈତିକ କରିଡର ନିକଟରେ ‘ବିଶ୍ୱବିଦ୍ୟାଳୟ ଟାଉନସିପ୍‌’ପ୍ରତିଷ୍ଠା କରିବାକୁ ଦୃଢ଼ ଯୁକ୍ତି ବାଢ଼ିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଏହି ୱେବିନାରରେ ଯୋଗ ଦେଇଥିଲେ। ଓଡ଼ିଶାର ରଣନୈତିକ ଦୂରଦୃଷ୍ଟି ସମ୍ପର୍କରେ ଆଲୋକପାତ କରି…

    , ,

    📆

  • ଏସମା ଲାଗୁ

    -ଲୋକେ ଆତଙ୍କିତ, ବଢୁଛି କଳାବଜାର-ରାଜ୍ୟ ସରକାର କହିଲେ ଯଥେଷ୍ଟ ପରିମାଣର ରନ୍ଧନ ଗ୍ୟାସ ଉପଲବ୍ଧ ଅଛି   ଭୁବନେଶ୍ୱର:୧୦/୩- ଦେଶରେ ଏଲପିଜି ସଙ୍କଟ ଚିନ୍ତା ବଢାଇବା ପରେ ଏଲପିଜି ଯୋଗାଣ ପାଇଁ କେନ୍ଦ୍ର ସରକାର ଏସମା ଲାଗୁ କରିଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଶେଷ ନେଇ ଅନିଶ୍ଚିତତା ଦେଖାଯାଇଥିବାରୁ ଭବିଷ୍ୟତରେ ରୋଷେଇ ଗ୍ୟାସର ଅଭାବ ଉତ୍କଟ ହେବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ…

    , ,

    📆

  • କିଣାବିକା କଟକଣା କରାଯାଇଥିବା ଜମିରୁ ଆଦାୟ ହେଉଛି ଭୂ ରାଜସ୍ୱ

    ଲୋକଙ୍କ ସରକାର ଲୋକଙ୍କୁ ଜଣାଅ  ୧୫ ବର୍ଷରେ କେତେ ରାଜସ୍ୱ ପାଇଛି ଶ୍ରୀମନ୍ଦିର? ଭୁବନେଶ୍ୱର: ୯/୩-(ପ୍ରସାଦ କୁମାର ପ୍ରଧାନ)ଶ୍ରୀଜଗନ୍ନାଥଙ୍କ ଜମିର ସୁରକ୍ଷା ଓ ପୁନରୁଦ୍ଧାର ନିମନ୍ତେ ୧୫ ବର୍ଷ ହେଲା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରାଜ୍ୟ ସରକାରଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ଜମି କିଣାବିକାକୁ ଅସିଦ୍ଧ କରି ରଖିଛନ୍ତି। ଏଥିରେ ସରକାରଙ୍କର କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ହେବା ସହିତ ଲକ୍ଷ ଲକ୍ଷ ଲୋକ ହନ୍ତସନ୍ତ ହେଉଛନ୍ତି। ଅନେକ ସ୍ଥାନରେ…

    , ,

    📆

  • ଜାତୀୟ ଚିତ୍ରକଳା ସମ୍ମିଳନୀ

    ଭୁବନେଶ୍ୱର:୮/୩-ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ଲଳିତ କଳା ଏକାଡେମୀର ମିଳିତ ଆନୁକୂଲ୍ୟରେ କଳିଙ୍ଗ ଆର୍ଟ ଗ୍ୟାଲେରୀରେ ଆୟୋଜିତ ଦୁଇଦିନିଆ ଜାତୀୟ ଚିତ୍ରକଳା ସମ୍ମିଳନୀ “କ୍ୟାନଭାସ ପରେ : କଳାର ନୂଆ ପରିଚୟ ୨୦୩୬- ପରମ୍ପରା, ପ୍ରଯୁକ୍ତି ଓ ପରିବର୍ତ୍ତନ’ ଉଦ୍‌ଯାପିତ ହୋଇଯାଇଛି। ସମ୍ମିଳନୀରେ ବିଶିଷ୍ଟ ଚିତ୍ରଶିଳ୍ପୀ ଜଗନ୍ନାଥ ପଣ୍ଡା, ପ୍ରବୀର ଦଳାଇ, ଜ୍ଞାନେଶ ମିଶ୍ର, ନାନକ ଗାଙ୍ଗୁଲି, ଆର ମୋହନ ସୁନ୍ଦରମ୍‌, ଯତୀନ ଦାସ,…

    , ,

    📆

  • ନ୍ୟାୟ ସଂହିତା ପ୍ରଦର୍ଶନୀ

    ଭୁବନେଶ୍ୱର:୮/୩- ପ୍ରଦର୍ଶନୀ ପଡିଆରେ ଓଡିଶା ପୋଲିସ ପକ୍ଷରୁ ଆୟୋଜିତ ନ୍ୟାୟ ସଂହିତା ପ୍ରଦର୍ଶନୀରେ ଉତ୍ସାହମୟ ପରିବେଶ ଦେଖିବାକୁ ମିଳିଛି। ସମାଜର ବିଭିନ୍ନ ବର୍ଗର ଲୋକମାନେ ପ୍ରଦର୍ଶନୀକୁ ଆସି ଭାରତର ନୂତନ ଅପରାଧ ଆଇନ ସମ୍ବନ୍ଧରେ ଜାଣିବା ସହ ସଚେତନତା ଲାଭ କରୁଛନ୍ତି। ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ଅଟୋ ଚାଳକ ମହାସଂଘର କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ପ୍ରଦର୍ଶନୀ ପରିଦର୍ଶନ କରିଛନ୍ତି। ପ୍ରଦର୍ଶନୀରେ ରହିଥିବା ବିଭିନ୍ନ…

    , ,

    📆

  • ତିନି ଦିନିଆ ମହିଳା ସଶକ୍ତିକରଣ ସମାରୋହ

    ଭୁବନେଶ୍ୱର:୮/୩- ଶକ୍ତି, ସାମର୍ଥ୍ୟ ଏବଂ ଏକତାର ଏକ ଅନନ୍ୟ ପ୍ରଦର୍ଶନ ପୂର୍ବକ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ କଳିଙ୍ଗ ଷ୍ଟାଡିୟମରେ ଶତାଧିକ ମହିଳା ଭୁବନେଶ୍ୱରର ରାଜପଥରେ ଏକାଠି ହୋଇଥିଲେ। ମହିଳାମାନଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ନେତୃତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ କ୍ରୀଡ଼ା ଓ ଯୁବ ସେବା ବିଭାଗ ଦ୍ୱାରା ଆୟୋଜିତ ଏହି ତିନି ଦିନିଆ ରାଜ୍ୟସ୍ତରୀୟ ଉତ୍ସବର ଏହି ମାରାଥନ୍ ଥିଲା ଏକ ଅନନ୍ୟ ଅଂଶ। କାର୍ଯ୍ୟକ୍ରମକୁ ଓଡ଼ିଶା ବିଧାନସଭାର…

    , ,

    📆

  • ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ

    ଭୁବନେଶ୍ୱର: ୮/୩- ମାତ୍ର ଦେଢ଼ ବର୍ଷ ଭିତରେ ଆମ ମା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ଏକ ଅଦ୍ଭୁତ ପୂର୍ବ ପରିବର୍ତ୍ତନର ବାର୍ତ୍ତାବହ ହୋଇପାରିଛି । ଆଗାମୀ ଦିନରେ ଅଧିକରୁ ଅଧିକ ମା ଏହି ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ସୁଭଦ୍ରା ଯୋଜନା ଅନ୍ତର୍ଗତ ଚତୁର୍ଥ କିସ୍ତି ପ୍ରଦାନ କରି ଏହା କହିଛନ୍ତି। ପୁରୀ ଠାରେ…

    , ,

    📆

About

Alex Peregrine

Reflective Blogger

I build frontend experiences while exploring technology, business, and wellness, sharing insights that inspire innovation, growth, and balance.

📍New York, USA

Work Experience

Technologies

Figma

Collaborate and design interfaces in real-time.

Notion

Organize, track, and collaborate on projects easily.

DaVinci Resolve 20

Professional video and graphic editing tool.

Illustrator

Create precise vector graphics and illustrations.

Photoshop

Professional image and graphic editing tool.