Heartfelt Reflections: Journeys of Love,
Loss & Renewal
Discover thoughtful writing that speaks to the heart ❤️ stories that inspire growth,
celebrate connection, and remind us of the beauty in change.
Discover Trending Topics
-
ଇନ୍ଦିରା ଗାନ୍ଧୀ ଥିଲେ ଜଣେ ବିଶ୍ୱବିଦିତା ଅନନ୍ୟା ନାରୀନେତ୍ରୀ
ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ୧୦୭ତମ ଜୟନ୍ତୀ ଅବସରରେ ରାଜ୍ୟସ୍ତରୀୟ ଜାତୀୟ ସଂହତି ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ ଅଭିରାମ ବିଶ୍ୱାଳ ଯୋଗଦେଇ ସ୍ୱର୍ଗତାଗାନ୍ଧୀଙ୍କ ବଳିଷ୍ଠ ଜୀବନୀ ଓ…
By
📆
-
ଅଧ୍ୟକ୍ଷ ଓ ୪ ସୂଚନା କମିସନର ପଦ ପାଇଁ ବିଜ୍ଞପ୍ତି
ଭୁବନେଶ୍ୱର:20.11.2024 ରାଜ୍ୟ ସରକାର ସୂଚନା କମିଶନ ଅଧ୍ୟକ୍ଷ ଓ ୪ସୂଚନା କମିସନର ପଦ ପାଇଁ ବିଜ୍ଞାପନ ଜାରି କରିଛନ୍ତି । ଯୋଗ୍ୟ ପ୍ରାର୍ଥୀମାନେ ଡିସେମ୍ୱର ୨୪ ତାରିଖ ସୁଦ୍ଧା ଆବେଦନ କରିବାକୁ କୁହାଯାଇଛି । ମନୋନୀତ ପ୍ରାର୍ଥୀଙ୍କୁ ସର୍ବାଧିକ ୫ ବର୍ଷ…
By
📆
-
ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣ ଉତ୍ସବ
ଫଟୋଚିତ୍ର ପ୍ରଦର୍ଶନୀ ଭୁବନେଶ୍ୱର:୨୧/୧୧/୨୦୨୪: ମହାନ ଜନନାୟକ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣ ଉତ୍ସବ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏକ ଫଟୋଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରବିନ୍ଦ୍ରମଣ୍ଡପଠାରେ…
By
📆
-
ଦାଦନ ସମସ୍ୟା ସମାଧାନରେ ସରକାର ବିଫଳ
କାମକରିବ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଭୁବନେଶ୍ୱର : ୨୦/୧୧/୨୦୨୪ ରାଜ୍ୟରେ ଦାଦନ ଶ୍ରମିକ ବିସ୍ଥାପନ ସମସ୍ୟା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି l କେତେ ଲୋକ ଦାଦନ ଭାବେ ରାଜ୍ୟ ଓ ଦେଶ ବାହାରକୁ ଯାଉଛନ୍ତି ତାର ହିସାବ ମଧ୍ୟ ଶ୍ରମ…
By
📆
-
ଭୁବନେଶ୍ୱରରେ କେନ୍ଦ୍ର କୃଷି ଓ କୃଷକ ମନ୍ତ୍ରାଳୟର ଆଞ୍ଚଳିକ ସମ୍ମିଳନୀ
ଭୁବନେଶ୍ୱର: ୨୨/୧୧/୨୦୨୪ ଭୁବନେଶ୍ୱରସ୍ଥିତ ମେ ଫେୟାର କନଭେନସନରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ଆନୁକୂଲ୍ୟରେ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବିହାର, ଛତିଶଗଡ଼, ଝାଡଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗର କୃଷି ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।…
By
📆
-
ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ମଞ୍ଚରେ ‘ଓଡ଼ିଶା ରାଜ୍ୟ ଦିବସ ସମାରୋହ’
ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଅଗ୍ରସର ହେଉଛନ୍ତି ରାଜ୍ୟ ସରକାର – ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ: ୨୨ ନଭେମ୍ବର ୨୦୨୪-ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ମଞ୍ଚରେ ‘ଓଡ଼ିଶା ରାଜ୍ୟ ଦିବସ ସମାରୋହ’ ଆୟୋଜିତ ହୋଇଯାଇଛି। ଏହି…
By
📆
-
ଫଳକରେ ରାସ୍ତା
ଶୈଳଶ୍ରୀ ବିହାର ୱାର୍ଡ ନମ୍ବର -7 ରେ 2022 ସ୍ୱାୟତ୍ତ ଶାସନ ଦିବସରୁ ରାସ୍ତା ଓ ନାଳର ଉନ୍ନତିକରଣ ପାଇଁ ଫଳକ ଲାଗିଛି ହେଲେ କାମ ଘର ଶୂନ୍ୟ ।
By
📆
-
ମାସେହେଲା ଖୋଳି ପକେଇଦେଲେ, କାମ ହେଉନି
ମାସେ ହେଲା ଖୋଳା ହେଇ ପଡିଛି ରାଜଧାନୀରେ ଥିବା ଓଇଆରସି କାର୍ଯ୍ୟାଳୟ ଏବଂ ପାଖ କଲୋନୀକୁ ଯାଇଥିବା ରାସ୍ତା, ଲୋକେ ନାହିଁ ନଥିବା ଦୁର୍ଦଶା ଭୋଗୁଛନ୍ତି
By
📆
-
ବନ୍ଧା ହେଲେ ପ୍ରଣବ ପ୍ରକାଶଙ୍କ ଭାଇ ଭବ
ଭୁବନେଶ୍ୱର: 23.11.2024 ବିଜେଡିର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କୁ ଗିରଫ କରିଛି ଯାଜପୁର ଟାଉନ ଥାନା ପୁଲିସ । ଏସଡିଜେଏମ୍ କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଯାଜପୁର ଜେଲକୁ ପଠାଇ ଦିଆଯାଇଛି ।…
By
📆
-
ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଲୋକଙ୍କୁ ଆକୃଷ୍ଟ କରୁଛି ଓଡ଼ିଶାର ‘କରୁଣା ସିଲ୍କ’
ନୂଆଦିଲ୍ଲୀ:୨୩ ନଭେମ୍ବର ୨୦୨୪- ରେଶମ ପୋକକୁ ନମାରି ସ୍ୱତନ୍ତ୍ର ଉପାୟରେ ଖୋସାରୁ ସିଲ୍କ ଉତ୍ପାଦନ କରି ଓଡ଼ିଶା ଯେଉଁ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଥିଲା ସେଥିରେ ଏକ ନୂଆ ବିଷୟ କରୁଣା ସିଲ୍କ ଯୋଡ଼ି ହୋଇଛି। ଏହି ପଦ୍ଧତିରେ ବାହାରୁଥିବା ରେଶମ…
By
📆
-
ଡ. ମହତାବଙ୍କ କୃତି ଓ କୀର୍ତ୍ତି ସମ୍ବଳିତ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍ଯାପିତ
ଭୁବନେଶ୍ୱର, ୨୩/୧୧/୨୦୨୪ ମହାନ ଜନନାୟକ, ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆୟୋଜିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ବୁଲି…
By
📆
-
ଓଡ଼ିଶା ମଣ୍ଡପ ପରିଦର୍ଶନ କଲେ ବାଚସ୍ପତି
କଳା କାରିଗରିକୁ ପ୍ରଶଂସା କଲେ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଭୁବନେଶ୍ୱର: ୨୫ ନଭେମ୍ବର ୨୦୨୪-ନୂଆଦିଲ୍ଲୀର ‘ଭାରତ ମଣ୍ଡପମ୍’ଠାରେ ଚାଲିଛି ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା। ଏହି ମେଳାରେ ଅନ୍ୟତମ ଆକର୍ଷଣ ସାଜିଥିବା ‘ଓଡ଼ିଶା ମଣ୍ଡପ’ ପରିଦର୍ଶନ କରିଛନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି…
By
📆
-
ସର୍ବଦଳୀୟ ବୈଠକ
ଭୁବନେଶ୍ୱର:୨୫ ନଭେମ୍ବର ୨୦୨୪- ଓଡିଶା ବିଧାନସଭା ଶୀତକାଳୀନ ଅଧିବେଶନର ଅବ୍ୟବହିତ ପୂର୍ବରୁ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସର୍ବଦଳୀୟ ବୈଠକ।
By
📆
-
ଜମି ବିକ୍ରି ବ୍ୟବସ୍ଥାର ସରଳୀକରଣ ହେବ
ସଂଶୋଧିତ ହେବ ଆଇନଗତ ପ୍ରତିବନ୍ଧକ ବ୍ୟବସ୍ଥା-ରାଜସ୍ୱ ମନ୍ତ୍ରୀ -ସପ୍ତାହକ ମଧ୍ୟରେ ରିପୋର୍ଟ ଦାଖଲ ନିର୍ଦେଶ ଭୁବନେଶ୍ୱର, ୨୫/୧୧/୨୦୨୪-ରାଜ୍ୟରେ ଜମିଜମା ବିକ୍ରି କ୍ଷେତ୍ରରେ ଥିବା ଆଇନଗତ ପ୍ରତିବନ୍ଧକ ଯୋଗୁଁ ଲୋକମାନେ ଜମି ବିକ୍ରି କରି ନପାରି ହଇରାଣ ହରକତ ହେଉଛନ୍ତି । ଏହି…
By
📆
-
ବର୍ଷେ ଯାଇନି ସହରସାରା ପୁଣି ଆରମ୍ଭ ହେଇଛି ପେଣ୍ଟିଂ
ଗତ ଫେବୃଆରୀ ମାସରେ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଏହାର ତିନିମାସ ଆଗରୁ ଓଡ଼ିଆ ଭାଷା ଓ ସାହିତ୍ୟର ବ୍ୟାପକ ପ୍ରଚାର ପ୍ରସାର କରାଯାଇଥିଲା । ବିପୁଳ ଅର୍ଥ ବ୍ୟୟ କରାଯାଇ ସହରର ପାଚେରି…
By
📆
-
ସୁଜାତାଙ୍କ ଆଉ ଛଅମାସ ଛୁଟି ଆବେଦନ ଅଗ୍ରାହ୍ୟ
ଭୁବନେଶ୍ୱର:26/11/2024- 2000 ବ୍ୟାଚର ଆଇଏଏସ ସୁଜାତା ଆର. କାର୍ତ୍ତିକେୟନଙ୍କ ଆଉ ଛଅମାସ ଛୁଟି ଆବେଦନକୁ ସରକାର ଅଗ୍ରାହ୍ୟ କରିଦେଇଛନ୍ତି। ପୂର୍ବରୁ ସେ ଛଅମାସ ପାଇଁ ଚାଇଲଡ କେୟାର ଲିଭ(ସି.ସି.ଏଲ) ନେଇଥିଲେ। ଏହାର ଅବଧି ନଭେମ୍ବର 26ରେ ସରିଛି । 27 ତାରିଖରୁ…
By
📆
About

Alex Peregrine
Reflective Blogger
I build frontend experiences while exploring technology, business, and wellness, sharing insights that inspire innovation, growth, and balance.
📍New York, USA
Work Experience
Velora Labs
Frontend Developer
2021-present
Luxora Digital
Web Developer
2019-2021
Averion Studio
Support Specialist
2017-2019
Available for Hire
Best Place to Work
Featured Posts
Technologies

Figma
Collaborate and design interfaces in real-time.

Notion
Organize, track, and collaborate on projects easily.

DaVinci Resolve 20
Professional video and graphic editing tool.

Illustrator
Create precise vector graphics and illustrations.

Photoshop
Professional image and graphic editing tool.




