Heartfelt Reflections: Journeys of Love,
Loss & Renewal
Discover thoughtful writing that speaks to the heart ❤️ stories that inspire growth,
celebrate connection, and remind us of the beauty in change.
Discover Trending Topics
-
ସାର ଅଭାବକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବିଜେଡିର ଗର୍ଜନ
-ସାର ଯୋଗାଣ ଓ କଳାବଜାରୀ ରୋକିବାରେ ସରକାର ସମ୍ପୂର୍ଣ୍ଣ ବିଫଳ -ଗତ ଦୁଇ ଦଶନ୍ଧିରେ ଏଭଳି ସମସ୍ୟା କେବେବି ଦେଖାଦେଇ ନଥିଲା ଭୁବନେଶ୍ୱର, ୧୫/୦୯/୨୦୨୫: ରାଜ୍ୟରେ ସାରର ଅଭାବ ଯୋଗୁଁ ଚାଷୀ ମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ କରି ବିଜୁ ଜନତା…
By
📆
-
ଶ୍ରୀମନ୍ଦିର ହୁଣ୍ଡି ସ୍ଥାନାନ୍ତରଣକୁ ମିଳିଲା ଅନୁମତି
ଭୁବନେଶ୍ୱର: ୧୭/୯-ଶ୍ରୀମନ୍ଦିର ପରିଚାଳନା ନେଇ ଦୁଇଟି ବଡ଼ ନିଷ୍ପତ୍ତି ନିଆଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ଆଇନ ମନ୍ତ୍ରୀ କହିଛନ୍ତି, ଧାଡି ଦର୍ଶନ ନେଇ ଯେଉଁ ସମସ୍ୟା ଥିଲା ତାହା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି କ୍ରମେ ଦୂର ହୋଇଛି । ଶ୍ରୀମନ୍ଦିର ଭିତରେ…
By
📆
-
ଗୋଟିଏ ଦିନରେ ପାଖାପାଖି ଦେଢ଼ କୋଟି ଚାରା ରୋପଣ କରି ଓଡିଶା ସାଉଁଟିଲା ପ୍ରଶଂସା
ଭୁବନେଶ୍ୱର: ୧୭/୯- ଏକ ଅନନ୍ୟ ଇତିହାସ ଏବଂ ଏକ ଅସାଧାରଣ ଉଦାହରଣ ସୃଷ୍ଟି କରିଛି ଓଡିଶା । ମା ଓ ମାତୃଭୂମି, ପ୍ରକୃତି ଓ ପରିବେଶକୁ ଓଡିଆମାନେ କେତେମାତ୍ରାରେ ଭଲ ପାଆନ୍ତି ତାହା ଆଜି ପ୍ରମାଣିତ କରି ଦେଖେଇ ଦେଇଛନ୍ତି ।…
By
📆
-
ବିଜେଡିର ବିଧାୟକ ଦଳ ବୈଠକ
ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ, ସାର ଅଭାବ, ପଞ୍ଚାୟତ ବ୍ୟବସ୍ଥାରେ ଅଫିସରଙ୍କ କ୍ଷମତା ବୃଦ୍ଧି ଏବଂ ଓଡିଆ ଅସ୍ମିତା ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେଡି ବିଧାନସଭାରେ ଏ ସବୁ ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ–ବିରୋଧୀ ଦଳ ନେତା ଭୁବନେଶ୍ୱର:୧୭/୯- ଆଜି ସନ୍ଧ୍ୟାରେ…
By
📆
-
କଂଗ୍ରେସ ବିଧାୟକଙ୍କ ଚୋରି ଜିନିଷ ଉଦ୍ଧାର ପାଇଁ ବାଚସ୍ପତିଙ୍କୁ କାଡାମଙ୍କ ଚିଠି
ଭୁବନେଶ୍ୱର:୧୮/୯- ଗତ ବିଧାନସଭା ଅଧିବେଶନ ଚାଲିଥିବାବେଳେ ନାରୀ ନିର୍ଯ୍ୟାତନା ବୃଦ୍ଧି ସଂପର୍କରେ କଂଗ୍ରେସ ବିଧାୟକମାନେ ଏକ ବିଧାନସଭା ତଦନ୍ତ କମିଟି ଗଠନ ଦାବି କରିବାକୁ ନେଇ ବିଧାନସଭାରୁ ନିଲମ୍ବିତ ହୋଇଥିଲେ। ଅଗଣତାନ୍ତ୍ରିକ ଊପାୟରେ ନିଲମ୍ବିତ ହୋଇଥିବା ବିଧାୟକମାନେ ୨୬.୩.୨୫ ତାରିଖ ୨ଟା…
By
📆
-
କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ
ସମର୍ଥନ ପାଇଁ ବିଜେଡିକୁ ଅନୁରୋଧ ; ବଲ ଏବେ ବିଜେଡି କୋର୍ଟରେ ଭୁବନେଶ୍ୱର:୧୮/୯- ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ବିଧାନସଭା ଅଧିବେଶନ ପୂର୍ବ ଦିନ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ପିସିସି ସଭାପତି ଭକ୍ତ…
By
📆
-
କୋଣାର୍କ – ଭୁବନେଶ୍ୱର ନୂଆ ରେଳପଥ ପାଇଁ ନିମାପଡା ଓ ଗୋପରେ ସ୍ଥାନ ନିରୂପଣ ନେଇ ହେବ ସର୍ଭେ
ଭୁବନେଶ୍ଵର:୨୦/୯- କୋଣାର୍କ–ଭୁବନେଶ୍ୱର ରେଳପଥକୁ ରେଳ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରି ମିଳିଛି। ଏଥିପାଇଁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଚିଠି ମାଧ୍ୟମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବକୁ ଧନ୍ୟବାଦ ଜ୍ଞାପନ କରିବା ସହିତ ଏହି ରେଳପଥକୁ ନିମାପଡା ଓ ଗୋପ ଦ୍ଵାରା ସଂଯୁକ୍ତ…
By
📆
-
ନିର୍ମିତ ହେବ ନୂଆ ଲୋକସେବା ଭବନ
ଭୁବନେଶ୍ୱର:20/9-ଲୋକସେବା ଭବନର ନବକଳେବର ହେବ। ନୂଆ ଲୋକସେବା ଭବନ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାର ନୂତନ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ଓଡ଼ିଶା ସେତୁ ଓ ନିର୍ମାଣ ନିଗମକୁ ନିର୍ଦ୍ଦେଶଦିଆଯାଇଛି । ରାଜୀବ ଭବନ,…
By
📆
-
ସମ୍ବାଦପତ୍ର ପ୍ରଭାବଶାଳୀ ହେଲେ ଜନତାଙ୍କ କଲ୍ୟାଣ ହେବ- ମୁଖ୍ୟମନ୍ତ୍ରୀ
-ନିର୍ଭୟର ବାର୍ଷିକ ଉତ୍ସବ- -ବିରେନ୍ଦ୍ରଙ୍କୁ ଓଡ଼ିଶା ଗୌରବ ସମ୍ମାନ ସାମ୍ବାଦିକଙ୍କୁ ପେନସନ ଦାବି ରଖିଲେ ନିର୍ଭୟର ସମ୍ପାଦକ ଭୁବନେଶ୍ୱର:୨୦/୯- କୌଣସି ଖବରକାଗଜ ଏକ ଜଡ଼ବସ୍ତୁ ନୁହେଁ। ବରଂ ଏହା ଭିତରେ ଜୀବନ୍ତସତ୍ତା ନିହିତ ଥାଏ। ସମାଜକୁ ଏହା ଦେଖାଇଥାଏ ପଥ।…
By
📆
-
ଭୁଶୁଡ଼ିଲା ପଞ୍ଚସଖା ଶିକ୍ଷାସେତୁ
ଭୁବନେଶ୍ୱର: ୨୧/୯- ଦାୟିତ୍ୱରେ ଥିବା ଗଣଶିକ୍ଷା ବିଭାଗର ଅଫିସରଙ୍କ ପାଇଁ ଅନେକ ସମୟରେ ସରକାରଙ୍କୁ କାଠଗଡ଼ାରେ ଛିଡ଼ା ହେବାକୁ ପଡୁଛି। କୋର୍ଟ କଚେରୀରେ ମାମଲା ବଢ଼ିବାରେ ଲାଗିଛି। ଅପାରଗ ଅଧିକାରୀଙ୍କ ପାଇଁ ସରକାର ବିଭିନ୍ନ ସମୟରେ ଅପଦସ୍ତ ମଧ୍ୟ ହେଉଛନ୍ତି। ଜନସାଧାରଣ…
By
📆
-
ମଦ ଦୋକାନ ଖୋଲିଲେ, ନିଶାମୁକ୍ତ ଭାରତ ଅଭିଯାନ କଲେ
ଭୁବନେଶ୍ୱର:୨୨/୯-ଗୋଟିଏ ପାଖରେ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ବନ୍ଦ ଥିବା ୭୦ ଟି ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିବାବେଳେ ଅନ୍ୟ ପଟରେ ନିଶାମୁକ୍ତ ଭାରତ ଗଠନ ନିମନ୍ତେ ଗଣ ଦୌଡ କାର୍ଯ୍ୟ ସମ୍ପାଦନ କରିଛନ୍ତି । ରାଜ୍ୟବାସୀଙ୍କୁ ସରକାରଙ୍କ ଏଭଳି…
By
📆
-
କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଖାରଜ
ଭୁବନେଶ୍ୱର:୨୨/୯- କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଖାରଜ କରିଛନ୍ତି । ଗୃହରେ ଅଚଳାବସ୍ଥା ଦୂର ହେଉନଥିବାରୁ କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କଲେନାହିଁ। ବିଧାନସଭାରେ ଏନେଇ ସେ ଘୋଷଣା କରିଛନ୍ତି ।ଏହାର ପ୍ରତିବାଦ କରି କଂଗ୍ରେସ ବିଧାୟକ କକ୍ଷତ୍ୟାଗ କରିଥିଲେ…
By
📆
-
ବିଜେଡିରୁ ଶ୍ରୀମୟୀ ନିଲମ୍ବିତ
ଭୁବନେଶ୍ୱର:୨୩/୯-ବିଜେଡି ମହିଳା ଶାଖାର ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିବା ବିଜେଡି ପକ୍ଷରୁ ମୁଖ୍ୟାଳୟ ଉଫ ସଭାପତି ପ୍ରତାପ ଜେନାଙ୍କ ସ୍ୱାକ୍ଷରରେ ଜାରି କାର୍ଯ୍ୟାଳୟ ନିର୍ଦେଶନାମାରେ…
By
📆
-
ଜାତୀୟ ସରସ ମେଳା ହସ୍ତତନ୍ତ ଷ୍ଟଲ ବିଭାଗରେ ସୀମା ମେହେର ପୁରସ୍କୃତ
ଭୁବନେଶ୍ୱର: ୨୩/୯-ଗତ ୫ ସେପ୍ଟେମ୍ବର ୫ ରୁ ୨୨ ପର୍ଯ୍ୟନ୍ତ ନୂଆଦିଲ୍ଲୀଠାରେ ଆୟୋଜିତ ଜାତୀୟ ସରସ ମେଳା-୨୦୨୫ର ହସ୍ତତନ୍ତ ଷ୍ଟଲ ବିଭାଗରେ ସମ୍ବଲପୁର ଜିଲ୍ଲାର ମା’ ଗଜଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଶ୍ରୀମତୀ ସୀମା ମେହେର ତୃତୀୟ ସ୍ଥାନ ଗ୍ରହଣ…
By
📆
-
ବେଆଇନ ସାର ପରିବହନ, ପାକ୍ସ ସମ୍ପାଦକ ନିଲମ୍ବିତ
ଭୁବନେଶ୍ୱର: ୨୩/୯- ବେଆଇନ ସାର (ୟୁରିଆ, ଇଫକୋ) ପରିବହନ ଅଭିଯୋଗରେ ଭଦ୍ରକ ଜିଲ୍ଲା ଇରମ୍ ପାକ୍ସ ସମ୍ପାଦକ ରଶ୍ମି ରଞ୍ଜନ କବାଟଙ୍କୁ ସମବାୟ ବିଭାଗ କାର୍ଯ୍ୟରୁ ନିଲମ୍ବିତ କରିଛି । ଇରମ୍ ପ୍ରାଥମିକ କୃଷି ସମବାୟ ସମିତିରୁ ବାସୁଦେବପୁର କୃଷି ସମବାୟ…
By
📆
-
ପୂଜା ପାଇଁ ଆଗୁଆ ମିଳିବ ଦରମା
ଭୁବନେଶ୍ୱର:24/9-ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟର…
By
📆
About

Alex Peregrine
Reflective Blogger
I build frontend experiences while exploring technology, business, and wellness, sharing insights that inspire innovation, growth, and balance.
📍New York, USA
Work Experience
Velora Labs
Frontend Developer
2021-present
Luxora Digital
Web Developer
2019-2021
Averion Studio
Support Specialist
2017-2019
Available for Hire
Best Place to Work
Featured Posts
Technologies

Figma
Collaborate and design interfaces in real-time.

Notion
Organize, track, and collaborate on projects easily.

DaVinci Resolve 20
Professional video and graphic editing tool.

Illustrator
Create precise vector graphics and illustrations.

Photoshop
Professional image and graphic editing tool.




