ରବିପ୍ରିୟ ଦାଶ, ଭୁବନେଶ୍ୱର ୧୯ ଅକ୍ଟୋବର ୨୦୨୪ ରାଜ୍ୟର ଅନ୍ୟତମ ବରିଷ୍ଠ ରାଜନେତା ତଥା ୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତଥୀ ବିଜୁ ଜନତା ଦଳରୁ ସମ୍ପର୍କ ଛିନ୍ନ କରିଛନ୍ତି । ଦଳରୁ ଇସ୍ତଫା ଦେଇନଥିଲେ ମଧ୍ୟ ଦଳର ସଭ୍ୟପଦ ନବୀକରଣରୁ ଦୂରେଇ ରହିଛନ୍ତି । ନିଜ ସଦସ୍ୟ ଦ ନବୀକରଣ କରିନାହାନ୍ତି । ଶ୍ରୀ ଶତଥୀ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଦଳ ତା’ର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷରୁ କକ୍ଷଚ୍ୟୁତ ହୋଇଥିବାରୁ ସେ ବିଜେଡିରେ ଅଣନିଃଶ୍ୱାସୀ ହୋଇପଡ଼ିଛନ୍ତି। ଶ୍ରୀ ଶତପଥୀ ବଡ଼ଚଣା ବିଧାନସଭା ଆସନରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଦୁଇଥର ଜନତା ଦଳ, ଥରେ ଏନସିପି ଏବଂ ତିନିଥର ବିଜେଡି ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟ ଲାଭ କରିଥିଲେ । ଗତ ନିର୍ବାଚନରେ ବିଜେଡି ତାଙ୍କୁ ଦଳୀୟ ପ୍ରାର୍ଥୀ କରିନଥିଲା । ବଡ଼ଚଣା ଆସନରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରାଯାଇଥିଲା । ଏଥିରେ ଶ୍ରୀ ଶତଥୀ...
Read moreBhubaneswar:21.12.2024-Indian Railways honored 101 exceptional employees and officers with the prestigious 69th Ati Vishisht...
ଭୁବନେଶ୍ୱର: ୨୧/୧୨/୨୦୨୪- ସଫଳତାର ସହ ଶେଷ ହୋଇଛି ରାଜ୍ୟସ୍ତରୀୟ ସର୍ଗିଫୁଲ୍ ଉତ୍ସବ ୨୦୨୪। ଅନୁସୂଚିତ ଜନଜାତି ଓ ଅନୁସୂଚିତ...
Exposing regulatory violations by Quick Commerce platforms targeting kirana stores Bhubaneswar:13.11.2024-(Trade Union General Secretary Sudhakar Panda) The Confederation of All India Traders (CAIT) released a White Paper today in New Delhi, raising serious concerns over the practices of Quick Commerce (QC) platforms like Blinkit, Instamart, and...
Read more